ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଣ୍ଡିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଣ୍ଡିଆ   ବିଶେଷ୍ୟ

ଅର୍ଥ : ଶରୀରର କୌଣସି ଅଙ୍ଗକୁ ରାମ୍ପିବାର ପ୍ରବଳ ଇଚ୍ଛା

ଉଦାହରଣ : ମୋ ପାଦରେ କୁଣ୍ଡିଆ ହୋଇଥିଲା

किसी अंग के मले या सहलाए जाने की प्रबल इच्छा।

मेरे पैर में खुजली हो रही है।
खुजली, चुल

An irritating cutaneous sensation that produces a desire to scratch.

itch, itchiness, itching

ଅର୍ଥ : ଅଳ୍ପ ଜଳାପୋଡ଼ା ହେବାସହ ଟିକେଟିକେ କୁଣ୍ଡେଇ ହେବା ପ୍ରକ୍ରିୟା

ଉଦାହରଣ : ଏହି ଔଷଧ କୁଣ୍ଡିଆ ଦୂର କରେ

कुछ जलन लिए हुए हल्की खुजली होने की अवस्था, क्रिया या भाव।

यह दवाई चुनचुनाहट दूर करती है।
चुनचुनाहट, चुनचुनी, चुनमुनाहट

An irritating cutaneous sensation that produces a desire to scratch.

itch, itchiness, itching

ଅର୍ଥ : ଗୋଟିଏ ରୋଗ ଯେଉଁଥିରେ ଦେହ ବହୁତ କୁଣ୍ଡାଇହୁଏ

ଉଦାହରଣ : ସେ କୁଣ୍ଡିଆରେ ବ୍ୟତିବ୍ୟସ୍ତ ହୋଇଯାଉଛି

ସମକକ୍ଷ : କଣ୍ଡୁ

एक रोग जिसमें शरीर बहुत खुजलाता है।

वह खुजली से परेशान है।
कंडु, खाज, खुजली, पामन्, राका

ଅର୍ଥ : କୁଣ୍ଡେଇବାର ଅବସ୍ଥା ବା ଭାବ

ଉଦାହରଣ : ଶରୀର ଅପରିଷ୍କାର ରହିଲେ କୁଣ୍ଡିଆ ହୁଏ

चुल या खुजली उठने की अवस्था या भाव।

दाद की खुजलाहट से वह बहुत परेशान है।
खुजलाहट, चुनचुनी, चुल, चुलचुलाहट, चुलचुली

An irritating cutaneous sensation that produces a desire to scratch.

itch, itchiness, itching