ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଟୀର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଟୀର   ବିଶେଷ୍ୟ

ଅର୍ଥ : ଋଷି ଓ ମୁନିମାନଙ୍କ ରହିବା ସ୍ଥାନ

ଉଦାହରଣ : ବନବାସ କରିବା ସମୟରେ ଶୀରାମ ପଞ୍ଚବଟୀରେ ନିଜ ଆଶ୍ରମ ତିଆରି କଲେ

ସମକକ୍ଷ : ଆଶ୍ରମ

ऋषियों और मुनियों के रहने का स्थान।

वनवास के दौरान श्रीराम ने पंचवटी में अपना आश्रम बनाया।
आश्रम, कुटिया

The abode of a hermit.

hermitage

ଅର୍ଥ : ଘାସ-କୁଟାର ବନାଯାଇଥିବା ଛୋଟ ଘର

ଉଦାହରଣ : ରାମ ଗାଁ ବାହାରେ ରହିବାପାଇଁ ଗୋଟିଏ କୁଡ଼ିଆ ତିଆରି କରିଛି

ସମକକ୍ଷ : କୁଡ଼ିଆ, ଝୋପଡ଼ି

घास-फूस की बनी हुई कुटी या झोपड़ी।

राम ने गाँव के बाहर रहने के लिए एक तृणकुटी बनाई।
कुटिया, कुटी, कुटीर, तृण कुटी, तृण-कुटी, तृणकुटी

Small crude shelter used as a dwelling.

hovel, hut, hutch, shack, shanty