ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କିଳକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କିଳକ   ବିଶେଷ୍ୟ

ଅର୍ଥ : ଯେଉଁ କିଳା ଛାଟରେ ଲାଗିଥାଏ

ଉଦାହରଣ : ହଳୁଆର କିଳକ ଖେଞ୍ଚାରେ ବଳଦ ଛଟପଟ ହୋଇଉଠିଲା

वह कील जो पैने में लगी होती है।

हलवाहा के आर से कोचते ही बैल तिलमिला उठा।
आर, आरी

ଅର୍ଥ : ଏକ ପ୍ରକାରର ବେତ

ଉଦାହରଣ : କିଳକ ବେତରେ କଲମ ତିଆରି ହୁଏ

ସମକକ୍ଷ : କିଳକ ବେତ

एक प्रकार का नरकट।

किलक की कलम बनती है।
किलक, किलिक