ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାରଣରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାରଣରୁ   କ୍ରିୟା ବିଶେଷଣ

ଅର୍ଥ : କୌଣସି କାରଣରୁ

ଉଦାହରଣ : କୋଣସି କାରଣରୁ ମୁଁ ଆପଣକୁ ଦେଖା କରିପାରିଲି ନାହିଁ

ସମକକ୍ଷ : କାରଣବଶତଃ

कारण से।

किसी कारणवश मैं आपसे मिल नहीं सका।
कारणतः, कारणवश

ଅର୍ଥ : ପ୍ରୟୋଜନ ସହିତ ବା କୌଣସି ପ୍ରୟୋଜନ ବା ଉଦ୍ଦେଶ୍ୟରେ

ଉଦାହରଣ : ମୁଁ ଏଠାକୁ କାରଣରୁ ଆସିଛି, ବୁଲିବାକୁ ନୁହେଁ

ସମକକ୍ଷ : କାମରେ, ପ୍ରୟୋଜନତଃ, ପ୍ରୟୋଜନରେ

प्रयोजन के साथ या किसी प्रयोजन या उद्देश्य से।

मैं यहाँ प्रयोजनतः आया हूँ, घूमने नहीं।
काम से, कारण से, चलते, पीछू, पीछे, प्रयोजनतः, बदौलत, वजह से, सप्रयोजन