ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାରଖାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାରଖାନା   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ଯନ୍ତ୍ର ସହାୟତାରେ କୌଣସି ବସ୍ତୁ ତିଆରି କରାଯାଏ

ଉଦାହରଣ : ମୋହନ ଏହି କାରଖାନାରେ କାମ କରେ

ସମକକ୍ଷ : ଫ୍ୟାକ୍ଟରୀ, ଯନ୍ତ୍ରଶାଳା

वह स्थान जहाँ यंत्र लगे हों और उनकी सहायता से कोई वस्तु तैयार की जाती हो।

मोहन एक यंत्रशाला में कार्यरत है।
यंत्रगृह, यंत्रशाला, यंत्रालय

Workshop where metal is cut and shaped etc., by machine tools.

machine shop

ଅର୍ଥ : ବଡ଼ ଆକାରରେ ଜିନିଷ ଉତ୍ପାଦିତ ହେଉଥିବା ସ୍ଥାନ

ଉଦାହରଣ : ଏହି କାରଖାନାରେ ଶ୍ରମିକମାନେ ଧର୍ମଘଟ କରିଛନ୍ତି

ସମକକ୍ଷ : ଫେକଟ୍ରି, ମିଲ୍‌

वह स्थान जहाँ बड़े पैमाने पर वस्तुओं का उत्पादन होता है।

इस कारखाने के श्रमिकों ने हड़ताल कर दी है।
कारख़ाना, कारखाना, प्लांट, फ़ैक्टरी, फ़ैक्ट्री, फैक्टरी, फैक्ट्री, मिल, संयंत्र

Buildings for carrying on industrial labor.

They built a large plant to manufacture automobiles.
industrial plant, plant, works