ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫ୍ୟାକ୍ଟରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫ୍ୟାକ୍ଟରୀ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ଯନ୍ତ୍ର ସହାୟତାରେ କୌଣସି ବସ୍ତୁ ତିଆରି କରାଯାଏ

ଉଦାହରଣ : ମୋହନ ଏହି କାରଖାନାରେ କାମ କରେ

ସମକକ୍ଷ : କାରଖାନା, ଯନ୍ତ୍ରଶାଳା

वह स्थान जहाँ यंत्र लगे हों और उनकी सहायता से कोई वस्तु तैयार की जाती हो।

मोहन एक यंत्रशाला में कार्यरत है।
यंत्रगृह, यंत्रशाला, यंत्रालय

Workshop where metal is cut and shaped etc., by machine tools.

machine shop