ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାନ୍ଦିବା କ୍ରିୟା
ଉଦାହରଣ : ବିଦାୟ ସମୟରେ ତାର କାନ୍ଦ ବନ୍ଦ ହେଉନଥିଲା
ସମକକ୍ଷ : ଅଶ୍ରୁପାତ, କାନ୍ଦଣା, କ୍ରନ୍ଦନ, ରୋଦନ
रोने की क्रिया।
The process of shedding tears (usually accompanied by sobs or other inarticulate sounds).
ଅର୍ଥ : କାନ୍ଦିକରି ଦୁଖ ପ୍ରକଟ କରିବାର କ୍ରିୟା ବା ଭାବ
ଉଦାହରଣ : ରାମଙ୍କ ବନ ଗମନର ଖବର ଶୁଣି ଅଯୋଧ୍ୟାବାସୀ ବିଳାପ କରିବାକୁ ଲାଗିଲେ
ସମକକ୍ଷ : କନ୍ଦା-କଟା, କ୍ରନ୍ଦନ, ବିଳାପ, ରୋଦନ
रोकर दुख प्रकट करने की क्रिया या भाव।
A cry of sorrow and grief.
ସଂସ୍ଥାପନ କରନ୍ତୁ