ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶ୍ରୁପାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶ୍ରୁପାତ   ବିଶେଷ୍ୟ

ଅର୍ଥ : କାନ୍ଦିବା କ୍ରିୟା

ଉଦାହରଣ : ବିଦାୟ ସମୟରେ ତାର କାନ୍ଦ ବନ୍ଦ ହେଉନଥିଲା

ସମକକ୍ଷ : କାନ୍ଦ, କାନ୍ଦଣା, କ୍ରନ୍ଦନ, ରୋଦନ

रोने की क्रिया।

विदाई के समय उसकी रुलाई थम नहीं रही थी।
अश्रुपात, आक्रंद, आक्रंदन, आक्रन्द, आक्रन्दन, क्रंद, क्रंदन, क्रन्द, क्रन्दन, क्रोश, रुआई, रुदन, रुलाई, रोदन, रोना

The process of shedding tears (usually accompanied by sobs or other inarticulate sounds).

I hate to hear the crying of a child.
She was in tears.
crying, tears, weeping

ଅଶ୍ରୁପାତ   କ୍ରିୟାପଦ

ଅର୍ଥ : ଆଖିରୁ ଲୁହ ବୋହିବା

ଉଦାହରଣ : ପିଆଜ କାଟିଲାବେଳେ ଆଖିରୁ ଲୁହ ଝରେ

ସମକକ୍ଷ : ଲୁହଝରେ, ଲୁହବୋହିବା

आँखों से आँसू गिरना।

प्याज काटते समय आँखों से आँसू बहता है।
अश्रु बहना, अश्रुपात होना, आँसू टपकना, आँसू बहना

Fill with tears or shed tears.

Her eyes were tearing.
tear