ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ପ୍ରକାରରେ ଅଟକିଯାଇଥିବା ରୀତି ବା ବ୍ୟବସ୍ଥା
ଉଦାହରଣ : କୌଣସିବି ସଂସ୍ଥା,ଦେଶ ଆଦିକୁ ଚଳାଇବା ନିମନ୍ତେ କିଛି ନିଶ୍ଚିତ ନିୟମ ତିଆରି କରାଯାଏ
ସମକକ୍ଷ : ଆଇନ, ନିୟମ
किसी प्रकार की ठहराई हुई रीति या व्यवस्था।
A principle or condition that customarily governs behavior.
ଅର୍ଥ : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
ଉଦାହରଣ : ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
ସମକକ୍ଷ : ଆଇନ, ନିୟମ, ବିଧାନ, ବିଧି
मनुष्यों के आचार-व्यवहार के लिए राज्य द्वारा स्थिर किए हुए वे नियम या विधान, जिनका पालन सबके लिए आवश्यक और अनिवार्य होता है और जिनका उल्लंघन करने से मनुष्य दंडित होता या हो सकता है।
Legal document setting forth rules governing a particular kind of activity.
ଅର୍ଥ : ନିୟମ କାନୁନ ସମ୍ବନ୍ଧୀୟ
ଉଦାହରଣ : ସେ ନିୟମ କାନୁନ ଜାଣିବାପାଇଁ ଓକିଲଙ୍କ ପାଖକୁ ଯାଇଛି
ସମକକ୍ଷ : ନିୟମ କାନୁନ
क़ानून संबंधी।
Established by or founded upon law or official or accepted rules.
ସଂସ୍ଥାପନ କରନ୍ତୁ