ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାକଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାକଳି   ବିଶେଷ୍ୟ

ଅର୍ଥ : ମଧୁର ଶବ୍ଦ କରିବା ପ୍ରକ୍ରିୟା

ଉଦାହରଣ : ସକାଳୁ ସକାଳୁ ପକ୍ଷୀମାନଙ୍କର କୂଜନରେ ମୋ ନିଦ ଭାଙ୍ଗିଗଲା

ସମକକ୍ଷ : କୂଜନ, ରାବ

मधुर शब्द करने की क्रिया।

सुबह-सुबह पक्षियों के कूजन के साथ ही मेरी नींद खुल गई।
कूज, कूजन, गुंजन, गुञ्जन

ଅର୍ଥ : ପକ୍ଷୀର ମଧୁର ସ୍ୱର

ଉଦାହରଣ : ସକାଳୁ ସକାଳୁ ପକ୍ଷୀମାନଙ୍କ କଳରବ ଭଲ ଲାଗେ

ସମକକ୍ଷ : କଳରବ, କୂଜନ, ରାବ

पक्षियों की मधुर आवाज़।

सुबह-सुबह पक्षियों की चहक अच्छी लगती है।
कलरव, कूज, कूजन, गुंजन, गुञ्जन, चहक, चहचहा, चहचहाहट

A series of chirps.

chirrup, twitter