ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳରବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳରବ   ବିଶେଷ୍ୟ

ଅର୍ଥ : ପକ୍ଷି ଇତ୍ୟାଦିର ମଧୁର ଧ୍ୱନି

ଉଦାହରଣ : ବଗିଚାରେ ପକ୍ଷିମାନଙ୍କର ଗୁଞ୍ଜନ ମନକୁ ଲୋଭିତ କରେ

ସମକକ୍ଷ : ଗୁଞ୍ଜନ

ଅର୍ଥ : ପକ୍ଷୀର ମଧୁର ସ୍ୱର

ଉଦାହରଣ : ସକାଳୁ ସକାଳୁ ପକ୍ଷୀମାନଙ୍କ କଳରବ ଭଲ ଲାଗେ

ସମକକ୍ଷ : କାକଳି, କୂଜନ, ରାବ

पक्षियों की मधुर आवाज़।

सुबह-सुबह पक्षियों की चहक अच्छी लगती है।
कलरव, कूज, कूजन, गुंजन, गुञ्जन, चहक, चहचहा, चहचहाहट

A series of chirps.

chirrup, twitter