ଅର୍ଥ : ଯେଉଁ ବସ୍ତୁ ବାସ୍ତବରେ ନାହିଁ କିନ୍ତୁ କଳ୍ପନାଦ୍ୱାରା ତିଆରି
ଉଦାହରଣ :
କିଛି ଲୋକଙ୍କ ଅନୁସାରେ ଭୂତ ଏକ କଳ୍ପନା କିଛି କବିଙ୍କର କବିତାଗୁଡ଼ିକର କେନ୍ଦ୍ରବିନ୍ଦୁରେ ତାଙ୍କର କଳ୍ପନା ରହିଥାଏ
ସମକକ୍ଷ : କଳ୍ପନା, କାଳ୍ପନିକତା
ଅର୍ଥ : ଯେଉଁ କଥାର ବହୁତକିଛି ସମ୍ଭାବନା ରହିଛି, ତାହାକୁ ପ୍ରଥମରୁ ମାନିନେବା ବା ତାହାର କଳ୍ପନା କରିନେବା କ୍ରିୟା
ଉଦାହରଣ :
ତୁମ ପରିକଳ୍ପନା ମୋ ବୁଝିବା ବାହାରେ
ସମକକ୍ଷ : ପ୍ରକଳ୍ପନା