ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳାଲୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳାଲୋକ   ବିଶେଷ୍ୟ

ଅର୍ଥ : ଆଫ୍ରିକା, ଏସିଆ ଆଦି ଦେଶଗୁଡିକର ଲୋକମାନେ(ଗୋରାମାନଙ୍କ ମତରେ)

ଉଦାହରଣ : ପରିଶେଷରେ ଏହି ଅଶ୍ୱେତ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର କେବେ ପର୍ଯ୍ୟନ୍ତ ଚାଲିଥିବ!

ସମକକ୍ଷ : ଅଶ୍ୱେତ

अफ्रीका, एशिया आदि देशों का व्यक्ति (गोरों द्वारा माना हुआ)।

आखिर कब तक इन अश्वेतों पर ज़ुल्म होते रहेंगे।
अश्वेत, काला

ଅର୍ଥ : ଯେଉଁ ବ୍ୟକ୍ତି ଶ୍ୟାମ ବର୍ଣ୍ଣର

ଉଦାହରଣ : କଳାଲୋକମାନଙ୍କ ବିବାହ ପାଇଁ ଅସୁବିଧା ହେଉଛି୤

वह व्यक्ति जिसका वर्ण श्याम हो।

कालों की शादी लगाने में परेशानी हो रही है।
काला