ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଲାବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଲାବା   ବିଶେଷ୍ୟ

ଅର୍ଥ : ହାତୀର ବେକରେ ଝୁଲୁଥିବା ଡୋର ଯେଉଁଥିରେ ମାହୁନ୍ତ ଗୋଡ଼ ରଖେ

ଉଦାହରଣ : ମାହୁନ୍ତ ହାତୀ ଉପରେ ବସିବା କ୍ଷଣି କଲାବାରେ ତା ଗୋଡ଼ ଛନ୍ଦିଦେଲା

ସମକକ୍ଷ : କାଲାବା

हाथी की गरदन की डोरी जिसमें महावत अपना पैर रखता है।

महावत हाथी पर बैठते ही कलावे में अपना पैर फँसा लिया।
कलावा, कालावा