ଅର୍ଥ : କୋଟ,ଜାମାଆଦିର ସେହି ବଡ଼ ପଟି ଯାହା ଗଳା ଚାରିପଟେ ରହେ
ଉଦାହରଣ :
ସେ କଲର ଉଠେଇ ଚାଲୁଥିଲା
ଅର୍ଥ : ସଙ୍ଗୀତାତ୍ମକ ଧ୍ୱନିର ସ୍ୱର ବିଶେଷତା
ଉଦାହରଣ :
ରେକର୍ଡ଼ ମୂଳ ଗୀତର କଲରକୁ ଧରିପାରିନାହିଁ
ଅର୍ଥ : ସାର୍ଟ ଆଦିରେ ଲଗାଇବାପାଇଁ କଟା ଯାଇଥିବା ତିନିକୋଣିଆ କନା
ଉଦାହରଣ :
କଲର ଲଗାଇଲେ କନା ଉପରେକମ ଚାପ ପଡ଼େ
ଅର୍ଥ : ବେକ ଚାରି ପଟେ ରହୁଥିବା ପିନ୍ଧା ପୋଷାକର ଏକ ଅଂଶ
ଉଦାହରଣ :
ପୋଲିସ ଦୌଡ଼ି ପଳାଉଥିବା ଚୋରର କଲର ପଛରୁ ଧରି ଦେଲା
ଅର୍ଥ : (ଭୌତିକୀ) କ୍ୱାର୍କର ଯେଉଁ ଲକ୍ଷଣ ପାରସ୍ପରିକ ପ୍ରକ୍ରିୟାରେ ତାର ଭୂମିକା ନିର୍ଦ୍ଧାରଣ କରେ
ଉଦାହରଣ :
କ୍ୱାର୍କର ପ୍ରତ୍ୟେକ ଝଲକ ତିନୋଟି କଲରରେ ଆସେ