ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କରତା   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କ ମଧ୍ୟରେ ଶ୍ରାଦ୍ଧ କର୍ମ କରୁଥିବା ବ୍ୟକ୍ତି

ଉଦାହରଣ : ଆମର ଏଠି ବିଭିନ୍ନ କର୍ମରେ ସାଧାରଣତଃ ବଡ଼ ପୁଅ କର୍ତ୍ତା ହୁଏ

ସମକକ୍ଷ : କର୍ତ୍ତା

हिन्दुओं में श्राद्ध कर्म करने वाला व्यक्ति।

हमारे यहाँ अक्सर बड़ा लड़का ही कर्त्ता होता है।
करता, कर्ता, कर्त्ता

ଅର୍ଥ : ଏକ ବର୍ଣ୍ଣବୃତ୍ତ

ଉଦାହରଣ : କରତାର ପ୍ରତ୍ୟେକ ଚରଣରେ ଏକ ନଗଣ,ଏକ ଲଘୁ ତଥା ଏକ ଗୁରୁ ଥାଏ

एक वर्णवृत्त।

करता के प्रत्येक चरण में एक नगण, एक लघु तथा एक गुरु होता है।
करता

(prosody) a system of versification.

poetic rhythm, prosody, rhythmic pattern