ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍ତ୍ତା   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କ ମଧ୍ୟରେ ଶ୍ରାଦ୍ଧ କର୍ମ କରୁଥିବା ବ୍ୟକ୍ତି

ଉଦାହରଣ : ଆମର ଏଠି ବିଭିନ୍ନ କର୍ମରେ ସାଧାରଣତଃ ବଡ଼ ପୁଅ କର୍ତ୍ତା ହୁଏ

ସମକକ୍ଷ : କରତା

हिन्दुओं में श्राद्ध कर्म करने वाला व्यक्ति।

हमारे यहाँ अक्सर बड़ा लड़का ही कर्त्ता होता है।
करता, कर्ता, कर्त्ता

ଅର୍ଥ : କୌଣସି କାମ କରିବାପାଇଁ ଯାହାଙ୍କୁ ସବୁ ପ୍ରକାର ଅଧିକାର ମିଳିଛି

ଉଦାହରଣ : ସେଠ୍‌ ମୋହନଦାସ ଏହି ଅନୁଷ୍ଠାନର କର୍ତ୍ତା ଅଛନ୍ତି,କାରଣ ତାଙ୍କ ତଦାରଖରେ ହିଁ ଏହି କାର୍ଯ୍ୟ ହେଉଛି

जिसे किसी कार्य में सब प्रकार के अधिकार प्राप्त हों।

इस अनुष्ठान के कर्ताधर्ता सेठ मोहनदासजी हैं,क्योंकि उन्हीं की देख रेख में यह कार्य हो रहा है।
कर्ता धर्ता, कर्ता-धर्ता, कर्ताधर्ता

A person who is in charge.

The head of the whole operation.
chief, head, top dog

ଅର୍ଥ : ଯେଉଁ ବ୍ୟକ୍ତି କାମ କରନ୍ତି

ଉଦାହରଣ : ସେ ଏହି କାର୍ଯ୍ୟର କର୍ତ୍ତା ଥିଲେ

वह जो कोई काम करता हो।

शादी में कर्त्ताओं की कमी के कारण व्यवस्था ठीक से नहीं हो पाई।
करता, कर्ता, कर्त्ता

A person who acts and gets things done.

He's a principal actor in this affair.
When you want something done get a doer.
He's a miracle worker.
actor, doer, worker

ଅର୍ଥ : ବ୍ୟାକରଣରେ ଯେଉଁ କାରକ କ୍ରିୟାକୁ କାର୍ଯ୍ୟ କରାଏ

ଉଦାହରଣ : କର୍ତ୍ତାର ବିଭକ୍ତି ନେ ରାମ ଭୋଜନ କଲାରେ ରାମ କର୍ତ୍ତା

ସମକକ୍ଷ : କର୍ତ୍ତା କାରକ

व्याकरण में वह कारक जो क्रिया को करता है।

कर्त्ता की विभक्ति ने है।
राम ने भोजन किया में राम कर्त्ता है।
कर्ता, कर्ता कारक, कर्त्ता, कर्त्ता कारक

The category of nouns serving as the grammatical subject of a verb.

nominative, nominative case, subject case

କର୍ତ୍ତା   ବିଶେଷଣ

ଅର୍ଥ : ଯେ କରିବାବାଲା

ଉଦାହରଣ : ଭଗବାନ ହିଁ ସବୁ କାମର କର୍ତ୍ତା, ଆମେତ ନିମିତ୍ତ ମାତ୍ର

ସମକକ୍ଷ : କରିବାବାଲା

जो करने वाला हो या कर्म करनेवाला।

भगवान ही सब कामों के कर्ता हैं, हम तो निमित्त मात्र हैं।
करणहार, करनहार, कर्ता, कर्तार, कर्त्ता, कर्मी

ଅର୍ଥ : ରଚିବା ବା ତିଆରି କରିବା ଲୋକ

ଉଦାହରଣ : ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା

ସମକକ୍ଷ : ରଚୟିତା, ସୃଜନକର୍ତ୍ତା, ସୃଷ୍ଟିକର୍ତ୍ତା, ସ୍ରଷ୍ଟା

रचने या बनानेवाला।

यह तो सृष्टि के सृजनकर्ता ब्रह्माजी भी नहीं जानते कि उन्होंने सृष्टि की रचना क्यों की।
रचेता, सर्जक, सिरजनहार, सृजक, सृजनकर्ता, स्रष्टा