ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କରତଳ ଧ୍ୱନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କରତଳ ଧ୍ୱନି   ବିଶେଷ୍ୟ

ଅର୍ଥ : ଦୁଇ ହାତର ପାପୁଲି ପିଟିବାରୁ ଉତ୍ପନ୍ନ ହେଉଥିବା ଶବ୍ଦ

ଉଦାହରଣ : ତାଳିର ଫଟଫଟ ଶବ୍ଦରେ କୋଠରୀ କମ୍ପି ଉଠିଲା

ସମକକ୍ଷ : କରତାଳି, ତାଳି

दोनों फैली हुई हथेलियों को पीटने से उत्पन्न शब्द।

तालियों की गड़गड़ाहट से कमरा गूँज उठा।
करतल-ध्वनि, करतलध्वनि, ताली

A clap of the hands to indicate approval.

handclap