ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମ୍ବଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମ୍ବଳ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ଉଲ୍ କପଡ଼ା

ଉଦାହରଣ : କମ୍ବଳରୁ ବହୁପ୍ରକାରର ପୋଷାକ ତିଆରି ହୁଏ

एक प्रकार का ऊनी कपड़ा।

धुस्से से कई प्रकार के पहनावे बनाए जाते हैं।
धुस्सा

ଅର୍ଥ : ଏକ ପ୍ରକାର କମ୍ବଳ

ଉଦାହରଣ : ସେ ଥଣ୍ଡାରୁ ରକ୍ଷା ପାଇବାପାଇଁ କମ୍ବଳ ଘୋଡ଼ିହେଲା

एक प्रकार का कंबल।

उसने ठंड से बचने के लिए राल ओढ़ लिया।
राल

ଅର୍ଥ : ଉଲ୍ଆଦିରେ ବୁଣା ହୋଇଥିବା ମୋଟା ବସ୍ତ୍ର ଯାହା ଘୋଡ଼ିହେବାଆଦି କାମରେ ଲାଗେ

ଉଦାହରଣ : ରାମୁ ମଞ୍ଚା ଉପରେ କମ୍ବଳ ଘୋଡ଼ିହୋଇ ଶୋଇ ଥିଲା

ସମକକ୍ଷ : କଂବଳ

ऊन आदि का बना हुआ वह मोटा कपड़ा जो ओढ़ने आदि के काम में आता है।

रामू मचान पर कंबल ओढ़कर सोया हुआ था।
कंबल, कम्बल, कामरी

Bedding that keeps a person warm in bed.

He pulled the covers over his head and went to sleep.
blanket, cover