ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଂବଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଂବଳ   ବିଶେଷ୍ୟ

ଅର୍ଥ : ଉଲ୍ଆଦିରେ ବୁଣା ହୋଇଥିବା ମୋଟା ବସ୍ତ୍ର ଯାହା ଘୋଡ଼ିହେବାଆଦି କାମରେ ଲାଗେ

ଉଦାହରଣ : ରାମୁ ମଞ୍ଚା ଉପରେ କମ୍ବଳ ଘୋଡ଼ିହୋଇ ଶୋଇ ଥିଲା

ସମକକ୍ଷ : କମ୍ବଳ

ऊन आदि का बना हुआ वह मोटा कपड़ा जो ओढ़ने आदि के काम में आता है।

रामू मचान पर कंबल ओढ़कर सोया हुआ था।
कंबल, कम्बल, कामरी

Bedding that keeps a person warm in bed.

He pulled the covers over his head and went to sleep.
blanket, cover