ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମ୍ପିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମ୍ପିତ ହେବା   କ୍ରିୟାପଦ

ଅର୍ଥ : ଭୟ, ଦୂର୍ବଳତା, ଜ୍ୱର ଆଦି କାରଣରୁ ହୃଦୟ ଧକ୍‌ଧକ୍‌ କରିବା ସ୍ପନ୍ଦିତ ହେବା

ଉଦାହରଣ : କ୍ରୋଧିତ ହେଲେ ହୃଦୟ ଜୋରରେ କମ୍ପିତ ହୁଏ

ସମକକ୍ଷ : ସ୍ପନ୍ଦିତ ହେବା

भय, दुर्बलता, बुखार आदि के कारण हृदय का धक-धक करना या स्पंदित होना।

क्रोधित होने पर हृदय तेज़ी से धड़कता है।
धड़कना, स्पंदित होना

Beat rapidly.

His heart palpitated.
flutter, palpitate

ଅର୍ଥ : ଭୟଆଦି କାରଣରୁ କମ୍ପିବା

ଉଦାହରଣ : ଉଗ୍ରବାଦୀକୁ ଦେଖି ସୋହନର ଶରୀର କମ୍ପିବାରେ ଲାଗିଲା ନିରୀହ ସାଙ୍ଗର ନିର୍ମମ ହତ୍ୟା ଦେଖି ଛୁଆମାନଙ୍କର ଛାତି ଥରି ଉଠିଲା

ସମକକ୍ଷ : କମ୍ପିବା, ଥରି ଉଠିବା, ଥରିବା

क्रोध, भय आदि के कारण काँपने लगना।

उग्रवादी को देखते ही सोहन का शरीर थरथराने लगा।
मासूम दोस्त की निर्मम हत्या देखकर बच्चों का जी थरथरा गया।
कँपना, कंपन होना, कंपना, कंपित होना, कम्पन होना, कम्पित होना, काँपना, कांपना, थर-थर करना, थरथर करना, थरथराना, थरहराना, थर्राना, दहलना, लरजना

Tremble convulsively, as from fear or excitement.

shiver, shudder, thrill, throb