ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ପନ୍ଦିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ପନ୍ଦିତ ହେବା   କ୍ରିୟାପଦ

ଅର୍ଥ : ଭୟ, ଦୂର୍ବଳତା, ଜ୍ୱର ଆଦି କାରଣରୁ ହୃଦୟ ଧକ୍‌ଧକ୍‌ କରିବା ସ୍ପନ୍ଦିତ ହେବା

ଉଦାହରଣ : କ୍ରୋଧିତ ହେଲେ ହୃଦୟ ଜୋରରେ କମ୍ପିତ ହୁଏ

ସମକକ୍ଷ : କମ୍ପିତ ହେବା

भय, दुर्बलता, बुखार आदि के कारण हृदय का धक-धक करना या स्पंदित होना।

क्रोधित होने पर हृदय तेज़ी से धड़कता है।
धड़कना, स्पंदित होना

Beat rapidly.

His heart palpitated.
flutter, palpitate

ଅର୍ଥ : ଧକ୍‌ ଧକ୍‌ କରିବା ବା ସ୍ପନ୍ଦିତ ହେବା

ଉଦାହରଣ : ସାଧାରଣ ଲୋକର ହୃଦୟ ମିନିଟକୁ ପ୍ରାୟ ବାସ୍ତରିଥର ସ୍ପନ୍ଦିତ ହୁଏ

धक-धक करना या स्पंदित होना।

सामान्य आदमी का हृदय एक मिनट में लगभग बहत्तर बार धड़कता है।
धड़कना, स्पंदित होना