ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କବନ୍ଧ   ବିଶେଷ୍ୟ

ଅର୍ଥ : ପୁରାଣାନୁସାରେ ଯେଉଁ ରାକ୍ଷସଙ୍କୁ ନବଗ୍ରହଙ୍କ ମଧ୍ୟରେ ଗଣାଯାଏ

ଉଦାହରଣ : ଶାସ୍ତ୍ର ଅନୁସାରେ କେତୁ ସୂର୍ଯ୍ୟଦେବଙ୍କ ଉପରେ ଆକ୍ରମଣ କରେ ଯେଉଁ କାରଣରୁ ସୂର୍ଯ୍ୟଗ୍ରହଣ ଲାଗେ

ସମକକ୍ଷ : କେତୁ

पुराणानुसार एक राक्षस का नाम जो नौ ग्रहों में माना जाता है।

शास्त्रों के अनुसार केतु सूर्य देव पर आक्रमण करता है जिसकी वजह से सूर्यग्रहण लगता है।
कबंध, कबन्ध, केतु, शिखी

ଅର୍ଥ : ଜଣେ ରାକ୍ଷସ

ଉଦାହରଣ : ଧାର୍ମିକ ଗ୍ରନ୍ଥଗୁଡ଼ିକରେ କବନ୍ଧର ବର୍ଣ୍ଣନା ରହିଛି

ସମକକ୍ଷ : କବଂଧ

एक राक्षस।

कबंध का वर्णन धार्मिक ग्रंथों में मिलता है।
कबंध, कबन्ध

ଅର୍ଥ : ମୁଣ୍ଡ କଟି ଗଲାପରେ ଅବଶିଷ୍ଟ ଶରୀର

ଉଦାହରଣ : ଯୁଦ୍ଧ ଭୂମିରେ ସ୍ଥାନେ-ସ୍ଥାନେ ରକ୍ତ ଜୁଡ଼ୁବୁଡ଼ୁ ମୁଣ୍ଡ ଏବଂ କବନ୍ଧ ପଡ଼ିରହିଥିଲା

ସମକକ୍ଷ : କବଂଧ

सिर कट जाने पर बचा हुआ धड़।

समर भूमि में जगह-जगह खून से लथपथ मुंड और रुंड पड़े हुए थे।
कबंद, कबंध, कबन्द, कबन्ध, रुंड, रुण्ड