ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କବଂଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କବଂଧ   ବିଶେଷ୍ୟ

ଅର୍ଥ : ଜଣେ ରାକ୍ଷସ

ଉଦାହରଣ : ଧାର୍ମିକ ଗ୍ରନ୍ଥଗୁଡ଼ିକରେ କବନ୍ଧର ବର୍ଣ୍ଣନା ରହିଛି

ସମକକ୍ଷ : କବନ୍ଧ

एक राक्षस।

कबंध का वर्णन धार्मिक ग्रंथों में मिलता है।
कबंध, कबन्ध

ଅର୍ଥ : ମୁଣ୍ଡ କଟି ଗଲାପରେ ଅବଶିଷ୍ଟ ଶରୀର

ଉଦାହରଣ : ଯୁଦ୍ଧ ଭୂମିରେ ସ୍ଥାନେ-ସ୍ଥାନେ ରକ୍ତ ଜୁଡ଼ୁବୁଡ଼ୁ ମୁଣ୍ଡ ଏବଂ କବନ୍ଧ ପଡ଼ିରହିଥିଲା

ସମକକ୍ଷ : କବନ୍ଧ

सिर कट जाने पर बचा हुआ धड़।

समर भूमि में जगह-जगह खून से लथपथ मुंड और रुंड पड़े हुए थे।
कबंद, कबंध, कबन्द, कबन्ध, रुंड, रुण्ड