ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେତୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେତୁ   ବିଶେଷ୍ୟ

ଅର୍ଥ : ପୁରାଣାନୁସାରେ ଯେଉଁ ରାକ୍ଷସଙ୍କୁ ନବଗ୍ରହଙ୍କ ମଧ୍ୟରେ ଗଣାଯାଏ

ଉଦାହରଣ : ଶାସ୍ତ୍ର ଅନୁସାରେ କେତୁ ସୂର୍ଯ୍ୟଦେବଙ୍କ ଉପରେ ଆକ୍ରମଣ କରେ ଯେଉଁ କାରଣରୁ ସୂର୍ଯ୍ୟଗ୍ରହଣ ଲାଗେ

ସମକକ୍ଷ : କବନ୍ଧ

पुराणानुसार एक राक्षस का नाम जो नौ ग्रहों में माना जाता है।

शास्त्रों के अनुसार केतु सूर्य देव पर आक्रमण करता है जिसकी वजह से सूर्यग्रहण लगता है।
कबंध, कबन्ध, केतु, शिखी

ଅର୍ଥ : ନବଗ୍ରହଙ୍କ ମଧ୍ୟରୁ ଜଣେ

ଉଦାହରଣ : କେତୁଙ୍କୁ ଅଶୁଭ ଗ୍ରହ ବୋଲି ବିଚାର କରାଯାଏ

ସମକକ୍ଷ : କେତୁଗ୍ରହ

नवग्रहों में से एक।

केतु को अशुभ ग्रह मानते हैं।
आहिक, केतु, केतु ग्रह, केतुग्रह