ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧସ୍ତନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧସ୍ତନ   ବିଶେଷ୍ୟ

ଅର୍ଥ : ରାଜକୀୟ ବା ଲୋକସେବାର ଅନ୍ତର୍ଗତ ବିଭାଗ ଯେଉଁଠି ଅନେକ ତଳିଆ କର୍ମଚାରୀ ଥାନ୍ତି

ଉଦାହରଣ : ସେ ଅଧସ୍ତନ ନିମନ୍ତେ ଦରଖାସ୍ତ ପକାଇଛି

राजकीय या लोक सेवा का वह अंग जिसके अंतर्गत निम्न कोटि के कर्मचारी होते हैं।

उसने अवरसेवा के लिए आवेदन भरा है।
अवर-सेवा, अवरसेवा

ଅଧସ୍ତନ   ବିଶେଷଣ

ଅର୍ଥ : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ

ଉଦାହରଣ : ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ

ସମକକ୍ଷ : ଅଧୀନ, ନିମ୍ନସ୍ଥ

आज्ञा, अधिकार आदि में किसी के नीचे रहने वाला।

अपने अधीनस्थ कर्मचारियों के साथ मीरा का व्यवहार अच्छा नहीं है।
अधस्तन, अधीन, अधीनस्थ, अमुख्य, आधीन, आयत्त, तहत, ताबेदार, निघ्न, मातहत

ଅର୍ଥ : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ

ଉଦାହରଣ : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ

ସମକକ୍ଷ : କନିଷ୍ଠ, ନିମ୍ନସ୍ଥ

जो पद, मर्यादा, योग्यता आदि में छोटा या दूसरों से घटकर हो।

वह अपने कनिष्ठ सहकर्मियों के साथ भी अच्छा संबंध रखता है।
अवर, कनिष्ठ, जूनियर