ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କନାତାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କନାତାଳି   ବିଶେଷ୍ୟ

ଅର୍ଥ : ଲୁଗା, ଚମଡ଼ାଆଦିର କଣା ବନ୍ଦ କରିବାପାଇଁ ତା ଉପରେ ଲଗା ଯାଉଥିବା ଖଣ୍ଡ

ଉଦାହରଣ : ଦର୍ଜୀ ଫାଟି ଯାଇଥିବା ପାଇଜାମାରେ କନାତାଳି ପକାଉଛି

ସମକକ୍ଷ : ତାଳି

कपड़े, चमड़े आदि का छेद बंद करने के लिए ऊपर से लगाया जानेवाला टुकड़ा।

दर्जी फटे हुए पैजामे में पैबंद लगा रहा है।
चकती, थिगड़ा, थिगला, थिगली, थेगली, पैबंद

A piece of cloth used as decoration or to mend or cover a hole.

patch