ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଥା କୃତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଥା କୃତି   ବିଶେଷ୍ୟ

ଅର୍ଥ : ମନଗଢ଼ା ବା ବାସ୍ତବିକ ଘଟଣାର ଆଧାରରେ ପ୍ରସ୍ତୁତ ହୋଇଥିବା ମୌଖିକ ବା ଲିଖିତ ବିବରଣୀ ଯାହାର ମୁଖ୍ୟ ଉଦ୍ଦେଶ୍ୟ ପାଠକଙ୍କର ମନୋରଞ୍ଜନ କରିବା,ସେମାନଙ୍କୁ କିଛି ଶିକ୍ଷା ଦେବା ବା କୌଣସି ବସ୍ତୁର ଅବସ୍ଥିତି ସମ୍ପର୍କରେ ପରିଚିତ କରାଇବା

ଉଦାହରଣ : ମୁନ୍‌ସୀ ପ୍ରେମଚନ୍ଦ୍ରଙ୍କର କାହାଣୀ ଗ୍ରାମୀଣ୍‌ ପରିବେଶକୁ ଭଲ ଭାବରେ ଦର୍ଶାଇଥାଏ

ସମକକ୍ଷ : ଆଖ୍ୟାନ, କଥା, କାହାଣୀ

मन से गढ़ा हुआ या किसी वास्तविक घटना के आधार पर प्रस्तुत किया हुआ मौखिक या लिखित विवरण जिसका मुख्य उद्देश्य पाठकों का मनोरंजन करना, उन्हें कोई शिक्षा देना अथवा किसी वस्तु-स्थिति से परिचित कराना होता है।

मुंशी प्रेमचंद की कहानियाँ ग्रामीण परिवेश को अच्छी तरह से दर्शाती हैं।
अफसाना, अफ़साना, आख्यान, आख्यानक, कथा, कथा कृति, कथानक, कहानी, क़िस्सा, किस्सा, दास्तान, रवायत, रिवायत, स्टोरी