ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଉଡ଼ାଜାହାଜ ପଡ଼ିଆରେ କାଚ ନିର୍ମିତ ଏକ ଗମ୍ବୁଜ ଯେଉଁଠୁ ଉଡ଼ାଜାହାଜ ଘାଟିର ଚାରିପଟର ଜାହାଜ ଉପରେ ନଜର ରଖାଯାଏ
ଉଦାହରଣ : ଉଡ଼ାଜାହାଜ ଏବେ ଓଲ୍ଲାଇବାକୁ ପ୍ରସ୍ତୁତ ହେଉଥିଲା ବେଳେ ଏହାର ସମ୍ପର୍କ କଂଟ୍ରୋଲ ଟାୱାର ଠାରୁ ଅଲଗା ହୋଇଗଲା
ସମକକ୍ଷ : କଂଟ୍ରୋଲ ଟାୱାର୍
हवाई क्षेत्र में एक शीशा लगी मीनार जहाँ से हवाई अड्डे के चारों ओर हवाई जहाज़ों पर नज़र रखी जाती है।
A tower with an elevated workspace enclosed in glass for the visual observation of aircraft around an airport.
ସଂସ୍ଥାପନ କରନ୍ତୁ