ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଂସେଇଖାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଂସେଇଖାନା   ବିଶେଷ୍ୟ

ଅର୍ଥ : ପଶୁମାନଙ୍କୁ ମାରିବାର ସ୍ଥାନ

ଉଦାହରଣ : କଂସେଇଖାନାରେ ଅବୈଧରୂପରେ କଟାଯାଉଥିବା ପଶୁମାନଙ୍କ ଉପରେ ପ୍ରତିବନ୍ଧ ଲାଗିବା ଉଚିତ୍‌

ସମକକ୍ଷ : କଂସେଇଘର, ବଧଶାଳା, ବଧସ୍ଥଳ, ବଧସ୍ଥାନ

पशुओं को मारने का स्थान।

बूचड़खाने पर अवैध रूप से कट रहे पशुओं पर रोक लगनी चाहिए।
आघात, कमेला, कसाईखाना, कसाईघर, बूचड़खाना, वधशाला, वधस्थल, वधस्थान

A building where animals are butchered.

abattoir, butchery, shambles, slaughterhouse