ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଂସାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଂସାରି   ବିଶେଷ୍ୟ

ଅର୍ଥ : କଂସା, ଧାତୁ ଆଦିରେ ବାସନ ତିଆରି କରୁଥିବା ଓ ବିକ୍ରି କରୁଥିବା ଲୋକ

ଉଦାହରଣ : ଜଣେ କଂସାରି ଗାଁ ଗାଁ ବୁଲି ବାସନ ବିକ୍ରି କରୁଛି

काँसे, फूल आदि के बर्तन बनाने और बेचने वाला।

एक कसेरा गाँव-गाँव घूमकर बर्तन बेंच रहा है।
कँसार, कँसेरा, कसेर, कसेरा, काँस्यकार, कांस्यकार, ताम्रकार

ଅର୍ଥ : ଯେ ଧାତୁକୁ ପିଟି କଂସାବାସନ ତିଆରି କରେ

ଉଦାହରଣ : କଂସାରି ସାହିରେ ଅଧିକ ଦୋକାନ କଂସାରିମାନଙ୍କର

ସମକକ୍ଷ : ଥଟାରି

वह जो धातु पीटकर बरतन बनाता है।

ठठेरी गली में अधिकाधिक दुकानें ठठेरों की हैं।
ठठेरा, भरत, सौल्विक

Formerly a person (traditionally a Gypsy) who traveled from place to place mending pots and kettles and other metal utensils as a way to earn a living.

tinker

ଅର୍ଥ : କଂସା ଜିନିଷ ତିଆରି କରୁଥିବା କାରିଗର

ଉଦାହରଣ : କଂସାରି କଂସାବାସନ ତିଆରି କରୁଛି

काँसे की वस्तुएँ बनानेवाला कारीगर।

काँसागर काँसे के बरतन बना रहा है।
काँसागर