ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଢ଼ଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଢ଼ଣୀ   ବିଶେଷ୍ୟ

ଅର୍ଥ : ସ୍ତ୍ରୀଲୋକଙ୍କର ଘୋଡ଼ିହେବା ବସ୍ତ୍ର ବା ଚାଦର

ଉଦାହରଣ : ଶ୍ୱଶୁରାଳୟକୁ ଯିବା ସମୟରେ ସେ ଲାଲ ଓଢ଼ଣୀ ଘୋଡ଼ିହୋଇଥିଲା

स्त्रियों के ओढ़ने का वस्त्र या चादर।

ससुराल जाते समय वह लाल ओढ़नी ओढ़े हुई थी।
उढ़ावनी, उढ़ौनी, उपरनी, ओढ़नी

ଅର୍ଥ : ସ୍ତ୍ରୀମାନଙ୍କର ପିନ୍ଧିବା ବା ଢାଙ୍କିହେବାର ବସ୍ତ୍ର

ଉଦାହରଣ : ତାର ଲାଲ ଓଢ଼ଣୀ ପବନରେ ତରଙ୍ଗାୟିତ ହେବା ନଜରରେ ପଡ଼ିଲା

ସମକକ୍ଷ : ଆସ୍ତରଣ, ଉପରାଣ, ଖଣ୍ଡୁଆ

स्त्रियों के पहनने या ओढ़ने का कपड़ा।

उसकी लाल चुनरी हवा में लहराती नज़र आई।
आस्तरण, चुनरिया, चुनरी, चुन्नी, चूनर, चूनरी, दुपट्टा, पामरी

ଅର୍ଥ : ଉପର ଆଡ଼ୁ ଶରୀରକୁ ଢାଙ୍କିରଖୁଥିବା ଲୁଗା

ଉଦାହରଣ : ଠାଏ ଠାଏ ଫାଟିଯାଇଥିବା ଉତ୍ତରୀ ତା ନିର୍ଦ୍ଧନତାକୁ ପ୍ରମାଣିତ କରେ

ସମକକ୍ଷ : ଉତ୍ତରୀ

ऊपर से शरीर ढाँकने का एक कपड़ा।

जगह-जगह से फटा हुआ निचुल उसकी निर्धनता का परिचायक था।
निचुल