ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସ୍ତରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସ୍ତରଣ   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନଙ୍କର ପିନ୍ଧିବା ବା ଢାଙ୍କିହେବାର ବସ୍ତ୍ର

ଉଦାହରଣ : ତାର ଲାଲ ଓଢ଼ଣୀ ପବନରେ ତରଙ୍ଗାୟିତ ହେବା ନଜରରେ ପଡ଼ିଲା

ସମକକ୍ଷ : ଉପରାଣ, ଓଢ଼ଣୀ, ଖଣ୍ଡୁଆ

स्त्रियों के पहनने या ओढ़ने का कपड़ा।

उसकी लाल चुनरी हवा में लहराती नज़र आई।
आस्तरण, चुनरिया, चुनरी, चुन्नी, चूनर, चूनरी, दुपट्टा, पामरी

ଅର୍ଥ : ପାନ ରଖାଯାଉଥିବା ଟୋକେଇ ତଳେ ବିଚ୍ଛା ଯାଉଥିବା ଆସ୍ତରଣ

ଉଦାହରଣ : ପାନେରା ପାନ ରଖିବା ପୂର୍ବରୁ ପାନଡାଲାରେ ଆସ୍ତରଣ ବିଚ୍ଛାଉଛି

पान रखनेवाले टोकरे में नीचे बिछाई जानेवाली पत्तल।

तंबोली पान रखने से पहले टोकरे में पतरा बिछा रहा है।
पतरा

ଅର୍ଥ : ବିଛାଇବା, ଢାଙ୍କିବା, ବା ପ୍ରସାରଣ କ୍ରିୟା ବା ଭାବ

ଉଦାହରଣ : ମାଆ ବର୍ତ୍ତମାନ ଆସ୍ତରଣ କାମରେ ବ୍ୟସ୍ତ ଅଛନ୍ତି

ସମକକ୍ଷ : ଆସ୍ତରଣ କାମ

बिछाने, ढकने या फैलाने की क्रिया या भाव।

माँ अभी आस्तरण में व्यस्त हैं।
आस्तरण

ଅର୍ଥ : ଯଜ୍ଞ ବେଦୀ ଉପରେ ପକାଯାଉଥିବା କୁଶ

ଉଦାହରଣ : ପଣ୍ଡିତେ ଆସ୍ତରଣ ଉପରେ କାଠ ସଜାଉଛନ୍ତି

यज्ञ की वेदी पर फैलाया जाने वाला कुश।

पंडितजी आस्तरण के ऊपर लकड़ी सजा रहे हैं।
आस्तरण