ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକାଦଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକାଦଶ   ବିଶେଷ୍ୟ

ଅର୍ଥ : ଯେଉଁ ସଂଖ୍ୟା ଦଶରୁ ଅଧିକ

ଉଦାହରଣ : ସାତ ଏବଂ ଚାରି ମିଶି ଏଗାର

ସମକକ୍ଷ : ଏଗାର, ୧୧

वह संख्या जो दस से एक अधिक हो।

सात और चार का योग ग्यारह होता है।
11, XI, इगारह, इग्यारह, ईश, ईशान, एकादश, ग्यारह, ११

The cardinal number that is the sum of ten and one.

11, eleven, xi

ଅର୍ଥ : ଦଶମ ଶ୍ରେଣୀର ପରବର୍ତ୍ତୀ ଶ୍ରେଣୀ

ଉଦାହରଣ : ଶ୍ୟାମ ଏକାଦଶରେ ପଢ଼ୁଛି

ସମକକ୍ଷ : ଏକାଦଶ ଶ୍ରେଣୀ

ଏକାଦଶ   ବିଶେଷଣ

ଅର୍ଥ : ଗଣିବାବେଳେ ଏଗାର ସ୍ଥାନରେ ଆସୁଥିବା ସଂଖ୍ୟା

ଉଦାହରଣ : ଆଜିଠାରୁ ଠିକ୍ ଏକାଦଶ ଦିନରେ ତାଙ୍କର ବିବାହ ହେବ

ସମକକ୍ଷ : ଏଗାର ଦିନ, ୧୧ତମ

गणना में ग्यारह के स्थान पर आने वाला।

आज से ठीक ग्यारहवें दिन मुनिया की शादी है।
11वाँ, ग्यारहवाँ, ११वाँ

Coming next after the tenth and just before the twelfth in position.

11th, eleventh