ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଡ଼ିବା   କ୍ରିୟାପଦ

ଅର୍ଥ : ସ୍ଥଳରେ ଗତିକରୁଥିବା ବସ୍ତୁଗୁଡ଼ିକ ଖୁବ ଜୋରରେ ଚାଲିବା

ଉଦାହରଣ : ଚାବୁକ ବାଜିବାରୁ ହିଁ ଘୋଡ଼ା ପବନ ବେଗରେ ଦୌଡ଼ିଲା ଚାବୁକ ଲଗାଇବାରୁ ଘୋଡ଼ା ପବନରେ ଉଡ଼ିଲା

ସମକକ୍ଷ : ପବନ ବେଗରେ ଦୌଡ଼ିବା, ପବନରେ ଉଡ଼ିବା

स्थल पर चलनेवाली वस्तुओं का खूब तेज़ चलना।

चाबुक लगते ही घोड़ा उड़ा।
उड़ना, हवा से बातें करना

ଅର୍ଥ : ପବନରେ ଉଡ଼ିବା ବା ଫରଫରହେବା

ଉଦାହରଣ : ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଫରଫର ହୋଇ ଉଡ଼ୁଛି

ସମକକ୍ଷ : ଫରଫର ହୋଇ ଉଡ଼ିବା

वायु में इधर-उधर हिलना।

विद्यालय के प्रांगण में तिरंगा लहरा रहा है।
उड़ना, फरफराना, फहरना, लहरना, लहराना

Move with a flapping motion.

The bird's wings were flapping.
beat, flap

ଅର୍ଥ : ପବନରେ ଏପଟ ସେପଟ ହେବା

ଉଦାହରଣ : ତୋଫାନ ଆସିବାରୁ ଖଳାରେ ଥିବା ତଷୁ ଉଡ଼ିଗଲା

हवा से इधर-उधर हो जाना।

आँधी आने से खलिहान में रखा भूसा उड़ गया।
उड़ना

Be dispersed or disseminated.

Rumors and accusations are flying.
fly

ଅର୍ଥ : ଆକାଶ ମାର୍ଗରେ ବା ପବନ ଭିତର ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା

ଉଦାହରଣ : ଉଡ଼ାଜାହାଜ ସମୁଦ୍ର ଉପରେ ଉଡ଼ୁଥିଲା

ସମକକ୍ଷ : ଉଡ଼ାଣ କରିବା

आकाश मार्ग से या हवा में होकर एक स्थान से दूसरे स्थान पर जाना।

हवाई जहाज़ समुद्र के ऊपर से उड़ रहा था।
उड़ना

ଅର୍ଥ : କୌଣସି ଭକ୍ଷଣୀୟ ବସ୍ତୁକୁ ଭକ୍ଷଣକରିବା

ଉଦାହରଣ : ବିଭାଘରରେ ଅନେକ ଲଡ଼ୁ ଉଡ଼ିଲା

ସମକକ୍ଷ : ଖିଆଯିବା, ଭୋଜନ କରାଯିବା

किसी भोज्य वस्तु का भोगा जाना।

शादी में बहुत लड्डू उड़े।
उड़ना

ଅର୍ଥ : ପବନରେ ଉପରକୁ ଉଠିବା ବା ଖେଳେଇ ହୋଇଯିବା

ଉଦାହରଣ : ଆକାଶରେ ରଙ୍ଗ ବେରଙ୍ଗ ଗୁଡ଼ି ଉଡୁଛି

हवा में ऊपर उठना या फैलना।

आकाश में रंग-बिरंगी पतंग उड़ रही हैं।
उड़ना

ଅର୍ଥ : ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବା

ଉଦାହରଣ : ଶେଠଙ୍କ ଜନ୍ମଦିନରେ ଅନେକ ଟଙ୍କା ଉଡ଼ିଗଲା

ସମକକ୍ଷ : ଅତ୍ୟଧିକ ଖର୍ଚ୍ଚ କରିବା, ବଦଖର୍ଚ୍ଚ କରିବା

जरूरत से ज्यादा व्यय होना।

सेठ के जन्मदिन पर बहुत-सा धन उड़ गया।
उड़ना

Spend extravagantly.

Waste not, want not.
consume, squander, ware, waste