ଅର୍ଥ : କୌଣସି ଧାତୁ ଆଦି ଉପରେ ଯେଉଁ ଉପକରଣକୁ ଘଷିଲେ ତାହାର ସୂକ୍ଷ୍ମ କଣିକା କଟି ଖସିପଡ଼େ
ଉଦାହରଣ :
ସେ ପରଶୁକୁ ଉହାରେ ଘଷୁଥିଲା
ଅର୍ଥ : ଯେଉଁ ରନ୍ଦାରେ କରତଆଦିର ଦାନ୍ତଗୁଡ଼ିକ ଘଷି ତୀକ୍ଷ୍ଣ କରାଯାଏ
ଉଦାହରଣ :
କମାର ଉହାରେ କରତର ଦାନ୍ତ ପଜଉଛି
ଅର୍ଥ : ନାକ ଭିତରେ ହେଉଥିବା ଏକ ରୋଗ
ଉଦାହରଣ :
ନାକବ୍ରଣରେ ପୋଡ଼ା ଏବଂ ଫୁଲା ହୁଏ ତଥା ନାକ ଫୁଲି ଯାଏ
ସମକକ୍ଷ : ନାକବ୍ରଣ
ଅର୍ଥ : ଯେଉଁ ଭାଟିକୁ କମାର ଲୁହାଆଦିର ଉପକରଣ, ବସ୍ତୁଆଦି ତିଆରି କଲାବେଳେ ବ୍ୟବହାର କରେ
ଉଦାହରଣ :
କମାର ଉହା ଜଳାଉଛି
ଅର୍ଥ : ଯେଉଁ ଖାତରେ କୁମ୍ଭାର ମାଟିର ପାତ୍ର ପୋଡ଼ି ଥାଏ
ଉଦାହରଣ :
ଉହାରେ ପୋଡ଼ି ପାତ୍ର ଟାଣ ହୋଇଥାଏ