ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାକବ୍ରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାକବ୍ରଣ   ବିଶେଷ୍ୟ

ଅର୍ଥ : ନାକ ଭିତରେ ହେଉଥିବା ଏକ ରୋଗ

ଉଦାହରଣ : ନାକବ୍ରଣରେ ପୋଡ଼ା ଏବଂ ଫୁଲା ହୁଏ ତଥା ନାକ ଫୁଲି ଯାଏ

ସମକକ୍ଷ : ଉହା

नाक के भीतर होनेवाला एक रोग।

नाकड़ा में जलन और सूजन होती है तथा नाक फूल जाती है।
नाकड़ा

ଅର୍ଥ : ନାକରେ ହେଉଥିବା ଏକ ବଥ

ଉଦାହରଣ : ଫୁଲର ବାସ୍ନା ସୁଙ୍ଘିଲେ ହିଁ ନାକବ୍ରଣ ଭଲ ହୋଇଯିବ

नाक में होने वाला एक फोड़ा।

फूल की गंध लेने से नकफोड़ा ठीक हो जाता है।
नकफोड़ा

A painful sore with a hard core filled with pus.

boil, furuncle