ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍‌ଗାରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍‌ଗାରିବା   କ୍ରିୟାପଦ

ଅର୍ଥ : ପେଟକୁ ଯାଇଥିବା ବସ୍ତୁକୁ ମୁହଁ ଦେଇ ବାହାର କରିବା

ଉଦାହରଣ : ଜଣାନାହିଁ ମୋହନ କାହିଁକି ବାନ୍ତି କରୁଛି

ସମକକ୍ଷ : ଉଗାଳିବା, ଉଦ୍‌ଗିରଣକରିବା, ଓକାଳିବା, ବମନକରିବା, ବାନ୍ତିକରିବା

पेट में गई हुई वस्तु को मुँह से बाहर निकालना।

मोहन पता नहीं क्यों उल्टी कर रहा है।
उकलाना, उगलना, उगिलना, उग्रहना, उबकना, उलटना, उल्टी करना, ओकना, कै करना, डाँकना, वमन करना

Eject the contents of the stomach through the mouth.

After drinking too much, the students vomited.
He purged continuously.
The patient regurgitated the food we gave him last night.
barf, be sick, cast, cat, chuck, disgorge, honk, puke, purge, regorge, regurgitate, retch, sick, spew, spue, throw up, upchuck, vomit, vomit up