ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ୟୋଗପତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ୟୋଗପତି   ବିଶେଷ୍ୟ

ଅର୍ଥ : ଉଦ୍ୟୋଗ କରୁଥିବା ବ୍ୟକ୍ତି

ଉଦାହରଣ : ଧୀରୁଭାଇ ଅମ୍ବାନୀ ଜଣେ ପ୍ରସିଦ୍ଧ ଉଦ୍ୟୋଗପତି

ସମକକ୍ଷ : ଉଦ୍ୟୋଗକର୍ତ୍ତା, ଉଦ୍ୟୋଗୀ

उद्यम या उद्योग करने वाला व्यक्ति।

धीरूभाई अंबानी एक प्रसिद्ध उद्योगी थे।
उद्यम कर्ता, उद्यमी, उद्योग कर्ता, उद्योगी

Someone who manages or has significant financial interest in an industrial enterprise.

industrialist

ଅର୍ଥ : କୌଣସି ଉଦ୍ୟୋଗର ମାଲିକ

ଉଦାହରଣ : ଅଧିକରୁ ଅଧିକ ଲାଭ କରିବା ସମସ୍ତ ଉଦ୍ୟୋଗପତିଙ୍କର ଉଦ୍ଦେଶ୍ୟ

ସମକକ୍ଷ : ଶିଳ୍ପପତି

किसी उद्योग का मालिक।

अधिक से अधिक लाभ कमाना सभी उद्योगपतियों का उद्देश्य होता है।
उद्योगपति

Someone who manages or has significant financial interest in an industrial enterprise.

industrialist