ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଉଦାରବାଦର ଅନୁଗାମୀ
ଉଦାହରଣ : ଆଜି ଆମ ଅଞ୍ଚଳରେ ଉଦାରବାଦୀମାନଙ୍କର ଏକ ସମ୍ମେଳନ ହେଉଛି
ସମକକ୍ଷ : ଉଦାରବାଦୀ
वह जो उदारवाद का अनुयायी हो।
A person who favors a political philosophy of progress and reform and the protection of civil liberties.
ଅର୍ଥ : ରକ୍ଷଣଶୀଳତାରୁ ମୁକ୍ତି ଚାହୁଁଥିବା ତଥା ପ୍ରଗତିଶୀଳ ବିଚାରର ସମର୍ଥକ
ଉଦାହରଣ : ସମାଜରେ ଉଦାରତାବାଦୀ ଲୋକମାନଙ୍କର ଆବଶ୍ୟକତା ଅଛି
ସମକକ୍ଷ : ଉଦାର, ଉଦାରବାଦୀ
रूढ़ियों में सुधार चाहनेवाला तथा प्रगतिशील विचारों का समर्थक।
Tolerant of change. Not bound by authoritarianism, orthodoxy, or tradition.
ସଂସ୍ଥାପନ କରନ୍ତୁ