ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆବେଗକୁ ତୀବ୍ର କରିବାର କ୍ରିୟା ବା ଅବସ୍ଥା
ଉଦାହରଣ : ମିଥ୍ୟା ଆରୋପ ଶୁଣିବା କ୍ଷଣି ହିଁ ମାନସୀ ଉତ୍ତେଜନାରେ କମ୍ପି ଉଠିଲା
ସମକକ୍ଷ : ଉଦବେଗ୍, ଟିହାଣ, ବିକ୍ଷୋଭ
किसी के तेज को उत्कृष्ट करना या उग्र रूप देना।
A mental state of extreme emotional disturbance.
ଅର୍ଥ : ଆବେଗ ହେବାର ଅବସ୍ଥା ବା ଭାବ ବା ଚିତ୍ତର ପ୍ରବଳ ବୃତ୍ତି
ଉଦାହରଣ : ମୁଁ ଉତ୍ତେଜନାବଶତଃ କଣ କଣ କହିଗଲି
ସମକକ୍ଷ : ଆବେଗ
आवेशित होने की अवस्था या भाव या चित्त की प्रबल वृत्ति।
The state of being emotionally aroused and worked up.
ସଂସ୍ଥାପନ କରନ୍ତୁ