ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବେଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବେଗ   ବିଶେଷ୍ୟ

ଅର୍ଥ : ଆବେଶିତ ହେବାର ଅବସ୍ଥା

ଉଦାହରଣ : ଏହି ଯନ୍ତ୍ରରେ ଆଲୋକକୁ ବୈଦ୍ୟୁତିକ ଆବେଗରେ ପରିବର୍ତ୍ତିତ କରି ଦିଆଯାଏ

वह बल जो किसी कठोर पदार्थ या पिंड पर लगाने से उस पदार्थ या पिंड की गति को परिवर्तित करता है।

इस यंत्र से प्रकाश को विद्युतीय आवेग में परिवर्तित कर दिया जाता है।
आवेग

An impelling force or strength.

The car's momentum carried it off the road.
impulse, momentum

ଅର୍ଥ : ଆବେଗ ହେବାର ଅବସ୍ଥା ବା ଭାବ ବା ଚିତ୍ତର ପ୍ରବଳ ବୃତ୍ତି

ଉଦାହରଣ : ମୁଁ ଉତ୍ତେଜନାବଶତଃ କଣ କଣ କହିଗଲି

ସମକକ୍ଷ : ଉତ୍ତେଜନା

The state of being emotionally aroused and worked up.

His face was flushed with excitement and his hands trembled.
He tried to calm those who were in a state of extreme inflammation.
excitation, excitement, fervor, fervour, inflammation