ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ତେଜନାପ୍ରଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ତେଜନାପ୍ରଦ   ବିଶେଷଣ

ଅର୍ଥ : ମାନସିକତାକୁ ତୀବ୍ର କରିପାରୁଥିବା

ଉଦାହରଣ : ନେତାଙ୍କ ଉତ୍ତେଜକ ଭାଷଣ ହେତୁ ସହରରେ ଦଙ୍ଗା ଆରମ୍ଭ ହୋଇଗଲା

ସମକକ୍ଷ : ଉତ୍ତେଜକ, ଉଦ୍ଦୀପକ

मनोवेगों को तीव्र करनेवाला।

नेता के उत्तेजक भाषण ने शहर में दंगा करा दिया।
उकसाऊ, उत्तेजक, उत्तेजनाप्रद, उद्दीपक, उद्दीपन, भड़कदार, भड़काऊ, संदीपन, सन्दीपन

Creating or arousing excitement.

An exciting account of her trip.
exciting