ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ତେଜକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ତେଜକ   ବିଶେଷଣ

ଅର୍ଥ : ଉତ୍ତେଜନା ଉତ୍ପନ୍ନ କରିବା ବ୍ୟକ୍ତି

ଉଦାହରଣ : ଉତ୍ତେଜନୀୟ ଘଟଣାଗୁଡ଼ିକୁ ସଂଚାର ମାଧ୍ୟମଗୁଡ଼ିକରେ ଅଧିକ ପ୍ରଚାରିତ କରାଯାଏ

ସମକକ୍ଷ : ଉତ୍ତେଜନୀୟ

सनसनी पैदा करने वाला।

सनसनीख़ेज़ घटनाओं को संचार-माध्यमों में अधिक उछाला जाता है।
सनसनीख़ेज, सनसनीख़ेज़, सनसनीखेज, सनसनीदार

Commanding attention.

An arresting drawing of people turning into animals.
A sensational concert--one never to be forgotten.
A stunning performance.
arresting, sensational, stunning

ଅର୍ଥ : ମାନସିକତାକୁ ତୀବ୍ର କରିପାରୁଥିବା

ଉଦାହରଣ : ନେତାଙ୍କ ଉତ୍ତେଜକ ଭାଷଣ ହେତୁ ସହରରେ ଦଙ୍ଗା ଆରମ୍ଭ ହୋଇଗଲା

ସମକକ୍ଷ : ଉତ୍ତେଜନାପ୍ରଦ, ଉଦ୍ଦୀପକ

मनोवेगों को तीव्र करनेवाला।

नेता के उत्तेजक भाषण ने शहर में दंगा करा दिया।
उकसाऊ, उत्तेजक, उत्तेजनाप्रद, उद्दीपक, उद्दीपन, भड़कदार, भड़काऊ, संदीपन, सन्दीपन

Creating or arousing excitement.

An exciting account of her trip.
exciting