ଅର୍ଥ : ରାଜା ବିରାଟଙ୍କ ପୁତ୍ର
ଉଦାହରଣ :
ଉତ୍ତର କୁମାରଙ୍କ ଭଉଣୀ ଉତ୍ତରାଙ୍କ ବିବାହ ଅଭିମନ୍ୟୁଙ୍କ ସହିତ ହୋଇଥିଲା
ସମକକ୍ଷ : ଉତ୍ତର କୁମାର
ଅର୍ଥ : କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା
ଉଦାହରଣ :
ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି
ସମକକ୍ଷ : ଜବାବ୍
ଅର୍ଥ : ଗୋଟିଏ କାବ୍ୟାଳଙ୍କାର
ଉଦାହରଣ :
ଉତ୍ତର ଅଳଙ୍କାରରେ ଉତ୍ତର ଶୁଣିଲାମାତ୍ରେ ପ୍ରଶ୍ନକୁ ଅନୁମାନ କରାଯାଏ
ସମକକ୍ଷ : ଉତ୍ତର ଅଳଙ୍କାର
ଅର୍ଥ : ଦକ୍ଷିଣ ଦିଗର ସମ୍ମୁଖସ୍ଥ ଦିଗ
ଉଦାହରଣ :
ଭାରତର ଉତ୍ତରରେ ହିମାଳୟ ପର୍ବତ ବିରାଜମାନ
ସମକକ୍ଷ : ଉତ୍ତର ଦିଗ, ଉତ୍ତର ଦିଶା, ଉଦୀଚୀ
ଅର୍ଥ : ଉତ୍ତର ଦିଗରେ ଥିବା ପ୍ରଦେଶ
ଉଦାହରଣ :
ମହେଶ ଉତ୍ତରର ବାସିନ୍ଦା
ଅର୍ଥ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଶୂନ୍ୟଠାରୁ ତିନିଶହ ଷାଠିଏ ଡିଗ୍ରୀ ଉପରେ ହୋଇଥାଏ
ଉଦାହରଣ :
ଉତ୍ତର ସର୍ବଦା ଉତ୍ତର ଦିଗଆଡ଼କୁ ହିଁ ହୋଇଥାଏ
ଅର୍ଥ : ବୈଦିକ କାଳର ଗୋଟିଏ ଗୀତ
ଉଦାହରଣ :
ଗାୟକ ଉତ୍ତର ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି