ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜବାବ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜବାବ୍   ବିଶେଷ୍ୟ

ଅର୍ଥ : କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା

ଉଦାହରଣ : ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି

ସମକକ୍ଷ : ଉତ୍ତର

कोई प्रश्न या बात सुनकर या पढ़कर उसके समाधान के लिए कही या लिखी हुई बात या वाक्य।

आपने मेरे प्रश्न का उत्तर नहीं दिया।
उत्तर, जवाब

A statement (either spoken or written) that is made to reply to a question or request or criticism or accusation.

I waited several days for his answer.
He wrote replies to several of his critics.
answer, reply, response

ଅର୍ଥ : କୌଣସି କଥା, କାର୍ୟ୍ୟ ଆଦିର ବଦଳରେ ଅପରର କଥା, କାର୍ଯ୍ୟ ଆଦି

ଉଦାହରଣ : ଭାରତର ୩୦୯ ରନ୍ର ଜବାବରେ ପାକିସ୍ଥାନ୍ ୬ ୱିକେଟ୍ ହରାଇ ୨୧୧ ରନ୍ କଲା

किसी बात, कार्य आदि के बदले में दूसरे का बात, कार्य आदि।

भारत के 309 रनो के जवाब में पाकिस्तान ने 6 विकेट खोकर 211 रन बना लिया है।
जवाब