ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଈର୍ଷାଶୂନ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଈର୍ଷାଶୂନ୍ୟ   କ୍ରିୟା ବିଶେଷଣ

ଅର୍ଥ : ଈର୍ଷା ନରଖିବା ବା ଈର୍ଷାହୀନତା ସହିତ

ଉଦାହରଣ : ଆମକୁ କୌଣସି ବି କାର୍ଯ୍ୟ ଈର୍ଷାଶୂନ୍ୟ ଭାବେ କରିବା ଆବଶ୍ୟକ

ସମକକ୍ଷ : ଈର୍ଷାରହିତ, ଈର୍ଷାହୀନ ଭାବେ, ଈର୍ଷାହୀନତଃ, ଦ୍ୱେଷରହିତ, ଦ୍ୱେଷହୀନତଃ, ଦ୍ୱେଷହୀନଭାବେ

ईर्ष्या न रखते हुए या ईर्ष्याहीनता के साथ।

हमें कोई भी कार्य ईर्ष्याहीनतः करना चाहिए।
अनसूयतः, ईर्ष्याहीनतः, द्वेषहीनतः