ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଶ୍କପେଞ୍ଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଶ୍କପେଞ୍ଚା   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାର ଲତା

ଉଦାହରଣ : ଇଶ୍କପେଞ୍ଚାରେ ଲାଲରଙ୍ଗର ଫୁଲ ଫୁଟେ

ସମକକ୍ଷ : ଆମେରିକୀୟ ଚାମେଲି, ଇଶ୍କପେଂଚା

Tropical American annual climber having red (sometimes white) flowers and finely dissected leaves. Naturalized in United States and elsewhere.

cypress vine, indian pink, ipomoea quamoclit, quamoclit pennata, star-glory

ଅର୍ଥ : ଗୋଟିଏ ପ୍ରକାର ଲତାରେ ଫୁଟୁଥିବା ଲାଲ ଫୁଲ

ଉଦାହରଣ : ଇଶ୍କପେଞ୍ଚାରେ ଲଦି ହୋଇ ପଡିଥିବା ଲତା ମହକି ଉଠୁଛି

ସମକକ୍ଷ : ଆମେରିକୀୟ ଚାମେଲି, ଇଶ୍କପେଂଚା

एक प्रकार की लता में लगने वाले लाल फूल।

इश्कपेचाँ से लदी लता मोहक लग रही है।
अमरीकी चमेली, इश्क-पेंचा, इश्क-पेचाँ, इश्कपेंचा, इश्कपेचाँ, इश्क़-पेंचा, इश्क़-पेचाँ, इश्क़पेंचा, इश्क़पेचाँ

Reproductive organ of angiosperm plants especially one having showy or colorful parts.

bloom, blossom, flower