ଅର୍ଥ : ଗୋଟିଏ ପ୍ରକାର ଲତା
ଉଦାହରଣ :
ଇଶ୍କପେଞ୍ଚାରେ ଲାଲରଙ୍ଗର ଫୁଲ ଫୁଟେ
ସମକକ୍ଷ : ଆମେରିକୀୟ ଚାମେଲି, ଇଶ୍କପେଞ୍ଚା
ଅର୍ଥ : ଗୋଟିଏ ପ୍ରକାର ଲତାରେ ଫୁଟୁଥିବା ଲାଲ ଫୁଲ
ଉଦାହରଣ :
ଇଶ୍କପେଞ୍ଚାରେ ଲଦି ହୋଇ ପଡିଥିବା ଲତା ମହକି ଉଠୁଛି
ସମକକ୍ଷ : ଆମେରିକୀୟ ଚାମେଲି, ଇଶ୍କପେଞ୍ଚା