ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇନ୍ଦ୍ରିୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇନ୍ଦ୍ରିୟ   ବିଶେଷ୍ୟ

ଅର୍ଥ : ଶରୀରର ଯେଉଁ ଅବୟବଦ୍ୱାରା ବିଷୟ ଜ୍ଞାନ ହୁଏ

ଉଦାହରଣ : ଆଖି, କାନ, ନାକଆଦି ଗୋଟିଏ ଗୋଟିଏ ଇନ୍ଦ୍ରିୟ

ସମକକ୍ଷ : ଇନ୍ଦ୍ରୀ

शरीर के वे अवयव जिनके द्वारा विषयों का ज्ञान होता है।

आँख, कान, नाक आदि इंद्रिय हैं।
आकर्ष, इंद्रिय, इंद्री, इन्द्रिय, इन्द्री, गो, ज्ञान साधन

An organ having nerve endings (in the skin or viscera or eye or ear or nose or mouth) that respond to stimulation.

receptor, sense organ, sensory receptor

ଅର୍ଥ : କୁସ୍ତିର ଗୋଟିଏ ପେଞ୍ଚ

ଉଦାହରଣ : ପହେଲମାନ ଜିତିବା ପାଇଁ ଇନ୍ଦ୍ରିୟ ପେଞ୍ଚର ଉପଯୋଗ କଲା

ସମକକ୍ଷ : ଇଂଦ୍ରିୟ, ଇଂଦ୍ରିୟ ପେଞ୍ଚ, ଇନ୍ଦ୍ରିୟ ପେଞ୍ଚ

कुश्ती का एक पेंच।

पहलवान ने विजय पाने के लिए इंद्रिय का उपयोग किया।
इंद्रिय, इन्द्रिय